ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିଲା, ବିଳମ୍ବରେ ଖସୁଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଏବେ କୋରୋନା ସଂକ୍ରମଣ ଧୀରେ ଧୀରେ କମ୍ ହେବାରେ ଲାଗିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ,ବର୍ତ୍ତମାନ ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି । ଅନ୍ୟ ରାଜ୍ୟରେ ଯେତେବେଳେ ସଂକ୍ରମଣ ହାର ଅଧିକ ଥିଲା, ସେତେବେଳେ ଆମ ରାଜ୍ୟରେ କମ୍ ଥିଲା । ଓଡିଶାରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସିବାରେ ଲାଗିଛି ।

Comments are closed.