ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିନିର୍ଘଂଟ ଚୂଡାନ୍ତ

ପୁରୀ – ଛତିଶା ନିଯୋଗ ବୈଠକରେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନୀତିକାନ୍ତି ସମୟ ଚୂଡାନ୍ତ ହୋଇଛି । ବିନାଭକ୍ତରେ ହେବ ଉଭୟ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ସୀମିତ ସଂଖ୍ୟକ ସେବକଙ୍କୁ ନେଇ ହେବ ନୀତିକାନ୍ତି ।

ସ୍ନାନପୂର୍ଣ୍ଣିମା ପାଇଁ ସ୍ଥିର ହୋଇଥିବା ନୀତିନିର୍ଘଂଟ ଅନୁସାରେ-

ରାତି ୧ଟା- ପହଣ୍ଡି ଆରମ୍ଭ
ସକାଳ -୯ –ଜଳ ଲାଗି
ଦିନ ୧୧- ଗଜାନନ ବେଶ
ସଂଧ୍ୟା-୫ ବାହୁଡା ପହଣ୍ଡି
ଛତିଶା ନିଯୋଗ ବୈଠକରେ ରଥଯାତ୍ରା ପାଇଁ ବି ନୀତିନିର୍ଘଂଟ ଚୂଡାନ୍ତ ହୋଇଛି ।
ସକାଳ ୮ଟା – ରଥ ପ୍ରତିଷ୍ଠା ନୀତି
ସକାଳ ୮-୩୦ -ପହଣ୍ଡି ଆରମ୍ଭ
ଅପରାହ୍ନ ୨ଟା -ଛେରା ପହଁରା
ଅପରାହ୍ନ ୩ଟା – ରଥଟଣା

Comments are closed.