ଦିଗପହଣ୍ଡି ବ୍ଲକ ଫାସିଗୁଡାରେ ଧସିଲା ମାଟି ଅତଡା, ୫ ଶ୍ରମିକ ଉଦ୍ଧାର, ୨ ମୃତ, ତିନି ଗୁରୁତର

ଦିଗପହଣ୍ଡି – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାସିଗୁଡାରେ ମାଟି ଅତଡା ଧସିବାରୁ କିଛି ଶ୍ରମିକ ଚାପି ହୋଇଯାଇଛନ୍ତି । ବନ୍ଧହୁଡା କାମ ଚାଲିଥିଲା ବେଳେ ଏହି ଅଘଟଣ ହୋଇଥିଲା । ମାଟି ଅତଡା ମଧ୍ୟରେ ଚାପି ହୋଇଯାଇଥିବା ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଦୁଇ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା ବେଳେ ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Comments are closed.