ମୁଖତାର୍ ଅବାସ୍ ନକବୀ ରାଜ୍ୟସଭାରେ ଉପନେତା ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକବୀ ରାଜ୍ୟସଭାରେ ଉପନେତା ହୋଇଛନ୍ତି । ସୋମବାର ପାର୍ଟି ସୂତ୍ରରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବିଜେପି ସୂତ୍ରରୁ ପ୍ରକାଶ ଯେ ସଂସଦ ରାଜନୀତିରେ ନକବୀଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେଥିପାଇଁ ତାଙ୍କୁ ଏହି ଦାୟିତ୍ବ ନ୍ୟସ୍ତ ‌କ ରଖାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।

Comments are closed.