ରଥ ଉପରେ ଦୁଇ ଯୁବକଙ୍କ ଫଟୋର ପୁଙ୍ଖାନୁପୁଙ୍ଖ ଯାଂଚ ଚାଲିଛି : ପୁରୀ ଏସପି

ପୁରୀ-ରଥ ଉପରେ ଦୁଇ ଯୁବକଙ୍କ ଫଟୋ ଭାଇରାଲ ଘଟଣାରେ ପୁରୀ ଏସପି ବିଶାଳ କହିଛନ୍ତି ଯେ, ଭାଇରାଲ ଫଟୋକୁ ଭଲ ଭାବେ ଯାଂଚ କରାଯାଉଛି । ଚଳିଚବର୍ଷର ଫଟୋ କି ଗତବର୍ଷର , ତାହା ଅନୁଧ୍ୟାନ କରାଯାଉଛି । ୨ ଜଣ ଯୁବକ କାହା ସହାୟତାରେ ରଥ ଉପରକୁ ଯାଇଥିଲେ, ତାହା ବି ଯାଂଚ କରାଯାଉଛି ବୋଲି ଏସପି କହିଛନ୍ତି ।

Comments are closed.