ସୌମ୍ୟ ମୃତ୍ୟୁ ମାମଲାରେ ଗୁରାଣ୍ଡି ଥାନା ଓଆଇସିଙ୍କୁ ଜେରା

ପାରଳାଖେମୁଣ୍ଡି – ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଂଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଓଆଇସି ମମତାରାଣୀ ପଣ୍ଡାଙ୍କୁ ଜେରା କରାଯାଇଛି । ପାରଳାଖେମୁଣ୍ଡି ଥାନାରେ ତଦନ୍ତକାରୀ ଅଧିକାରୀ । ବିଦ୍ୟାଭାରତୀଙ୍କୁ ନେଇ ବଲାଙ୍ଗିର ଯାଇଥିବା ଡ୍ରାଇଭରଙ୍କୁ ବି ଜେରା କରାଯାଇଛି । ପୂର୍ବରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ବି ଜେରା କରାଯାଇଥିଲା । ପାରଳା ପୋଲିସ ଓ କ୍ରାଇମବ୍ରାଂଚ ମିଳିତ ଭାବେ ଏହି ମାମଲାର ତଦନ୍ତ କରୁଛନ୍ତି ।

Comments are closed.