ମାଟ୍ରିକ ଅଫଲାଇନ୍ ଇଂପ୍ରୁଭମେଂଟ୍ ଅଫଲାଇନ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର – ଆଜିଠାରୁ ମାଟ୍ରିକ ଅଫଲାଇନ ଇଂପ୍ରୁଭମେଂଟ୍ ପରୀକ୍ଷା ଆରମ୍ଭ ହୋଇଛି । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ହେଉଛି । ୫୦୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୫ ହଜାର ୧୩୬ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ହୋଇଛି । ରେଗୁଲାରରେ ୬ ହଜାର ୫୯୭, ମଧ୍ୟମାରେ ୬୧ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ୮ ହଜାର ୪୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ରରେ କୋଭିଡ କଟକଣା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।

Comments are closed.