ଆଜି ପ୍ରକାଶ ପାଇବ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଆଜି ଅପରାହ୍ନ ୨ଟାରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିବ। ବୋର୍ଡ ଦ୍ଵାରା ଗଠିତ ୧୩ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଦ୍ଵାରା ପ୍ରସ୍ତୁତ ମୂଲ୍ୟାୟନ ନୀତି ଅନୁଯାୟୀ ଦଶମ ଓ ଏକାଦଶ ଶ୍ରେଣୀର ଥିଓରୀ ପେପର୍ ପାଇଁ ୩୦ ପ୍ରତିଶତ ମାର୍କ ସହ ଦ୍ବାଦଶ ଶ୍ରେଣୀର ୟୁନିଟ୍ ଟେଷ୍ଟ / ମିଡ୍ ଟର୍ମ / ପ୍ରି-ବୋର୍ଡ ପରୀକ୍ଷାରେ ପ୍ରଦର୍ଶନ ପାଇଁ ୪୦ ପ୍ରତିଶତ ଅଙ୍କ ଆଧାରରେ ଫଳ ପ୍ରକାଶ କରାଯିବ ।

Comments are closed.