ଗୀତା ମାହାତ୍ମ୍ୟ: ନିୟତଂ କୁରୁ କର୍ମତ୍ଵଂ କର୍ମଜ୍ୟାୟ ହ୍ୟ କର୍ମଣହ। ଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧଦକର୍ମଣି ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ନିୟତଂ କୁରୁ କର୍ମତ୍ଵଂ କର୍ମଜ୍ୟାୟ ହ୍ୟ କର୍ମଣହ। ଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧଦକର୍ମଣି ।।

 

ହେ ଅର୍ଜୁନ ! ତୁମେ ଶାସ୍ତ୍ରବିହିତ କର୍ତ୍ତବ୍ୟ କର୍ମକର। କାରଣ କର୍ମ ନକରିବା ଠାରୁ କର୍ମ କରିବା ଶ୍ରେଷ୍ଠ ଅଟେ। କର୍ମ ନକଲେ ତୁମର ଶରୀର ନିର୍ବାହ ମଧ୍ୟ ସିଦ୍ଧ ହୋଇପାରିବ ନାହିଁ।

( ଇତି ଗୀତା ୩ୟ ଅ। ୮ମ ଶ୍ଲୋକ )

Comments are closed.