ଗୀତା ମାହାତ୍ମ୍ୟ: ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଳେ ସ୍ପୃହା। ଇତିମାଂ ଯୋଅଭି ଜାନାତି କର୍ମଭିର୍ଣ ସ ବଧ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଳେ ସ୍ପୃହା। ଇତିମାଂ ଯୋଅଭି ଜାନାତି କର୍ମଭିର୍ଣ ସ ବଧ୍ୟତେ।।

ହେ ଅର୍ଜ୍ଜୁନ ! କର୍ମଫଳରେ ମୋର ସ୍ପୃହା ନାହିଁ।, ତେଣୁ ମୋତେ କର୍ମମାନେ ଲିପ୍ତ କରନ୍ତି ନାହିଁ। ଯେ ମୋତେ ଏହିପରି ତତ୍ୱତଃ ଜାଣିପାରନ୍ତି, ସେ ମଧ୍ୟ କର୍ମମାନଙ୍କ ଦ୍ଵାରା ବାନ୍ଧି ହୁଅନ୍ତି ନାହିଁ। ( ଗୀତା ୪ର୍ଥ ଅ। ୧୪ଶ ଶ୍ଲୋକ )

Comments are closed.