ଦିଲ୍ଲୀରେ ଆଜି ବିଜେଡି ସଂସଦୀୟ ଦଳ ବୈଠକ, ଭିସି ଜରିଆରେ ଅଧ୍ୟକ୍ଷତା କରିବେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ | News Room Odisha

ଦିଲ୍ଲୀରେ ଆଜି ବିଜେଡି ସଂସଦୀୟ ଦଳ ବୈଠକ, ଭିସି ଜରିଆରେ ଅଧ୍ୟକ୍ଷତା କରିବେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ଆଜି ଅପରାହ୍ନରେ ଦିଲ୍ଲୀରେ ବିଜେଡି ସଂସଦୀୟ ଦଳ ବୈଠକ ବସୁଛି । ଭିଡିଓ କନଫରେନସିଂ ଜରିଆରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ପାଇଁ ଅଲଗା ଅଲଗା ବୈଠକ ହେବ ବୋଲି ସୂଚନା ମିଳିଛି । ବୈଠକରେ ସଂସଦର ଆସନ୍ତା ଅଧିବେଶନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରାଯିବା ନେଇ ସୂଚନା ମିଳିଛି ।

BJDNaveen Patanik