ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡି ଦୁଇ ବୋଝିଆ ଆହତ

ପୁରୀ – ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା । ଗରମ ଡାଲି ପଡିଯିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଉଛନ୍ତି ଶ୍ରୀମନ୍ଦିରର ବୋଝିଆ । ଗରମ ଡାଲିହାଣ୍ଡି ଭାଙ୍ଗି ଯାଇ ଉପରେ ପଡିଯିବାରୁ ବୋଝିଆ ଦୁଇ ଜଣ ଆହତ ହୋଇଛନ୍ତି ।  ଭୋଗ ମଣ୍ଡପରୁ ମହାପ୍ରସାଦ ଯାଉଥିବା ବେଳେ ଏହିଅଘଟଣ ଘଟିଛି ।ଆହତମାନଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.