ଗ୍ରୀଷ୍ମ ପ୍ରକୋପ ଜାରି: ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର – ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାତାତିରେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ଥିଲା ରାଜ୍ୟର ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ଥିଲା ୪୪.୬ ଡିଗ୍ରୀ ସେଲସିୟସ । ସମ୍ବଲପୁର ଓ ଭୁବନେଶ୍ଵରର ତାପମାତ୍ରା ୪୪.୪ ଡିଗ୍ରୀ ସେଲସିୟସ।

ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା

ଝାରସୁଗୁଡା: ୪୪.୬ ଡ଼ିଗ୍ରୀ ସେଲସିୟସ
ଭୁବନେଶ୍ୱର: ୪୪.୪ ଡ଼ିଗ୍ରୀ
ସମ୍ବଲପୁର: ୪୪.୪ ଡ଼ିଗ୍ରୀ
ହୀରାକୁଦ : ୪୩.୮ ଡ଼ିଗ୍ରୀ
କେନ୍ଦୁଝର: ୪୦ ଡ଼ିଗ୍ରୀ
ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ
ବାଲେଶ୍ୱର: ୩୫ ଡ଼ିଗ୍ରୀ
ଗୋପାଳପୁର: ୩୬.୮ ଡ଼ିଗ୍ରୀ
ପୁରୀ: ୩୪.୮ ଡ଼ିଗ୍ରୀ
ପାରାଦୀପ: ୩୩.୪ ଡ଼ିଗ୍ରୀ ସେଲସିୟସ

Comments are closed.