ପିପିଲି ଭୋଟ୍ ଗଣତି : ଷଷ୍ଠ ରାଉଣ୍ଡ ପରେ ବିଜେଡି ୭ ହଜାର ୬୩୦ ଭୋଟ୍‌ରେ ଆଗୁଆ

ପିପିଲି – ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଗଣତିରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ର ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୭ ହଜାର ୬୩୦ ଭୋଟରେ ଆଗୁଆ ରହିଛନ୍ତି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିକୁ ୨୫ ହଜାର ୫୧୭ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଛି ୧୯ ହଜାର ୮୮୭ ଭୋଟ୍ । କଂଗ୍ରେସକୁ ମିଳିଛି ୧୭୭୪ ଭୋଟ୍ ।

 

Comments are closed.