ଗୀତା ଉପଦେଶ: ପ୍ରତ୍ୟେକ ପରିବାରରେ ଧର୍ମ ଆଚରଣ କରିବା ଉଚିତ ନହେଲେ ଅଧର୍ମ ଦ୍ୱାରା ବର୍ଣଶଙ୍କର ଜାତ ହେବେ

ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ କହୁଛନ୍ତି –

ଅଧର୍ମାଭିଭବାତ୍କୃଷ୍ଣ ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ।
ସ୍ତ୍ରୀଷୁ ଦୁଷ୍ଟାସୁ ବାର୍ଷ୍ଣେୟ ଜାୟତେ ବର୍ଣ୍ଣସଙ୍କରଃ।

ଅର୍ଥାତ୍ ଅର୍ଜୁନ କହିଲେ ଯେ ହେ କୃଷ୍ଣ ପରିବାର ରେ ଅଧର୍ମ ର ପ୍ରାଧାନ୍ୟ ହେତୁ କୁଳ ସ୍ତ୍ରୀ ମାନେ ଚରିତ୍ରହୀନ ହୋଇ ଯାଆନ୍ତି। ସେମାନଙ୍କ ସତୀତ୍ୱ ନଷ୍ଟ ହୋଇ ବର୍ଣ୍ଣ ଶଙ୍କର ଜନ୍ମ ଗ୍ରହଣ କରନ୍ତି।

Comments are closed.