ବାଲ କାଣ୍ଡ
ପ୍ରିୟ ସିୟ ରାମୁ କହା ତୁହ୍ମ ରାନୀ । ରାମହି ତୁହ୍ମ ପ୍ରିୟ ସୋ ଫୁରି ବାନୀ ॥ ରହା ପ୍ରଥମ ଅବ ତେ ଦିନ ବିତେ । ସମଉ ଫିରେଂ ରିପୁ ହୋହିଂ ପିରୀତେ ॥
ଭାବାର୍ଥ :- ହେ ରାଣୀ କୈକେୟୀ ! ତୁମେ ଯେଉଁ କଥା କହିଲ କି ସୀତା ଆଉ ରାମ ଉଭୟେ ତୁମକୁ ବହୁତ ପ୍ରିୟ ଅଟନ୍ତି ଆଉ ଶ୍ରୀରାମଙ୍କୁ ମଧ୍ୟ ତୁମେ ପ୍ରିୟ, ସେହି କଥା ସତ୍ୟ, କିନ୍ତୁ, ତାହା ଆଗରୁ ଥିଲା, ସେଦିନ ଚାଲିଗଲାଣି । ସମୟ ବଦଳିଗଲେ ମିତ୍ର ମଧ୍ୟ ଶତୃ ହୋଇଯାଆନ୍ତି ।
Comments are closed.