ଗୀତା ମହାତ୍ମ୍ୟ: ବାସାଂସି ଜୀର୍ଣ୍ଣନି ଯଥା ବିହାୟ, ନବାନି ଗୃହଣାତି ନରୋପରାଣି। ତଥା ଶରୀରାଣି ବିହାୟ ଜୀର୍ଣ୍ଣା, ନ୍ୟନ୍ୟାନି ସଂଯାତି ନବାନି ଦେହୀ।।

ବାସାଂସି ଜୀର୍ଣ୍ଣନି ଯଥା ବିହାୟ, ନବାନି ଗୃହଣାତି ନରୋପରାଣି। ତଥା ଶରୀରାଣି ବିହାୟ ଜୀର୍ଣ୍ଣା, ନ୍ୟନ୍ୟାନି ସଂଯାତି ନବାନି ଦେହୀ।।

ଶ୍ରୀ ଭଗବାନ କହିଲେ : ହେ ଅର୍ଜୁନ ! ମନୁଷ୍ୟ ଯେଉଁପରି ପୁରୁଣା ବସ୍ତ୍ରମାନ ତ୍ୟାଗକରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାତ୍ମା ସେହିପରି ପୁରାତନ ଶରୀର ତ୍ୟାଗକରି ଅନ୍ୟ ନୂତନ ଶରୀର ମାନ ପ୍ରାପ୍ତ ହୋଇଥାଏ ……

(ଗୀତା ୨ୟ ଅ। ୨୨ଶ ର୍ଶ୍ଳୋକ )

Comments are closed.