ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ସଖୀ ବଚନ ସୁନି ଭୈ ପରତୀତୀ ।
ମିଟା ବିଷାଦୁ ବଢୀ ଅତି ପ୍ରୀତୀ ॥
ତବ ରାମହି ବିଲୋକି ବୈଦେହୀ ।
ସଭୟ ହୃଦୟଁ ବିନଵତି ଜେହି ତେହୀ ॥

ଭାବାର୍ଥ:- ଚାତୁରୀ ସଖୀ ମୁଖରୁ ସୁନ୍ଦର ତୁଳାନା ଶୁଣି ମହାରାଣୀଙ୍କୁ ପ୍ରଭୁ ଶ୍ରୀରାମଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ ଆସିଗଲା । ମନରେ ସଂଶୟ ନଷ୍ଟ ହୋଇଗଲା ଆଉ ପ୍ରଭୁ ଶ୍ରୀରାମଙ୍କ ପ୍ରତି ସ୍ନେହ ଆହୁରି ଅଧିକ ବଢିଗଲା । ଏହି ସମୟରେ ଶ୍ରୀରାମଚନ୍ଦ୍ରଙ୍କୁ ଦେଖି ଭୟାତୁର ମନରେ ଯେଣୁ ତେଣୁ ଦେବତାଙ୍କୁ ବିନୟ ପୁର୍ବକ ସ୍ତୁତି କରିବାକୁ ଲାଗିଲେ ।

Comments are closed.