॥ ବାଲ କାଣ୍ଡ ॥
ନଭ ଅରୁ ନଗର କୋଲାହଲ ହୋଈ ।
ଆପନି ପର କଛୁ ସୁନଇ ନ କୋଈ ॥
ଏହି ବିଧି ରାମୁ ମଣ୍ଡପହିଂ ଆଏ ।
ଅରଘୁ ଦେଇ ଆସନ ବୈଠାଏ ॥
ଭାବାର୍ଥ :- ଜନକପୁର ଠାରୁ ସ୍ବର୍ଗଲୋକ ପର୍ଯ୍ୟନ୍ତ ଆନନ୍ଦ ଉତ୍ସାହର ବାତାବରଣ ଥିଲା, ଇହ ଲୋକ ପର ଲୋକର ଭେଦ ନଥିଲା, ଯେପରି କେହି କାହାକଥା ଶୁଣୁନଥିଲେ । ଏହି ପ୍ରକାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବିବାହ ମଣ୍ଡପରେ ଆସିଲେ ଏବଂ ସୂର୍ଯ୍ୟଦେବଙ୍କୁ ଘୃତ ଅର୍ଘ୍ୟ ଦେବା ପରେ ରାଜା ଜନକ ନେଇ ଯଥା ଆସନରେ ବସାଇଲେ ।
Comments are closed.