କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ଭୋଟ୍ ଗଣତି ଜାରି

ଭୁବନେଶ୍ୱର – କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନ ଗଣତି ଆରମ୍ଭ ହୋଇଛି। ୭୦ଟି ଗଣତି କେନ୍ଦ୍ରରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ରାଜ୍ୟରେ ଜନାଦେଶ କାହା ସପକ୍ଷରେ ଯିବ, ତାହା ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବା ଆଶା କରାଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଧାନସଭା ନିର୍ବାଚନ ଗଣତିରେ ବିଜେଡି ଆଗୁଆ ରହିଛି। ୧୧ଟି ଆସନରୁ ବିଜେଡି ୮ଟିରେ ଆଗୁଆ ରହିଛି।

Comments are closed.