ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମାର ପ୍ରକୃତ ସ୍ୱରୂପ ବିଷୟରେ କହୁଛନ୍ତି-
ଅବିନାଶି ତୁ ତଦ୍ବିଦ୍ଧି ଯେନ ସର୍ବମିଦଂ ତତମ୍ । ବିନାଶମବ୍ୟୟସ୍ୟାସ୍ୟ ନ କଶ୍ମିତ୍କର୍ତୁମର୍ହତି।
ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଆତ୍ମା ଶରୀରରେ ବ୍ୟାପ୍ତ ରହିଛନ୍ତି। ଆତ୍ମା ର ଚୈତନ୍ୟ ଅଛି। ଶରୀର ଜଡ ପଦାର୍ଥ ଦ୍ଵାରା ଗଠିତ ତେଣୁ ତାହାର ଚେତନା ନାହିଁ। ଆତ୍ମା ଅବିନାଶି ଅଟେ। ସେହି ଅକ୍ଷୟ ଆତ୍ମା କୁ କେହି ନଷ୍ଟ କରି ପାରିବେ ନାହିଁ।
Comments are closed.