ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ବାଲ କାଣ୍ଡ

କହି ପ୍ରିୟ ବଚନ ପ୍ରିୟା ସମୁଝାଈ । ଲଗେ ମାତୁ ପଦ ଆସିଷ ପାଈ ॥ ବେଗି ପ୍ରଜା ଦୁଖ ମେଟବ ଆଈ । ଜନନୀ ନିଠୁର ବିସରି ଜନି ଜାଈ ॥

ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ପ୍ରିୟ କୋମଳ କଥାରେ ପ୍ରିୟତମା ପତ୍ନୀ ସୀତାଙ୍କୁ ବୁଝାଇଲେ । ପୁଣି ମାତା କୌଶଲ୍ୟାଙ୍କ ପାଦତଳେ ପ୍ରଣାମ କରି ମା’ଙ୍କ ଠାରୁ ଆଶିର୍ବାଦ ପ୍ରାପ୍ତ କଲେ । ମାତା କୌଶଲ୍ୟା କହିଲେ, ପୁତ୍ର ! ଶୀଘ୍ର ଫେରିଆସି ଏ ପ୍ରଜାମାନଙ୍କ ଦୁଃଖ ଦୁର୍ଦ୍ଦଶା କୁ ସମାପ୍ତ କର ଆଉ ଏ ଅଭାଗିନୀ ନିଠୁର ମା କୁ ଯେପରି ଭୁଲି ନଯାଅ !!

Comments are closed.