ଗୀତା ମାହାତ୍ମ୍ୟ: ତସ୍ମାତତ୍ୱମିନ୍ଦ୍ରିୟାଣ୍ୟ ଆଦୌ ନିୟମ୍ୟ ଭରତର୍ଷଭ। ପାପାତ୍ମାନଂ ପ୍ରଜହି ହ୍ୱନଂ ଜ୍ଞାନବିଜ୍ଞାନ ନାଶନଂ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ତସ୍ମାତତ୍ୱମିନ୍ଦ୍ରିୟାଣ୍ୟ ଆଦୌ ନିୟମ୍ୟ ଭରତର୍ଷଭ। ପାପାତ୍ମାନଂ ପ୍ରଜହି ହ୍ୱନଂ ଜ୍ଞାନବିଜ୍ଞାନ ନାଶନଂ।।

ହେ ଅର୍ଜ୍ଜୁନ ! ତୁମେ ପ୍ରଥମେ ଇନ୍ଦ୍ରିୟଗଣକୁ ବଶ କରି ଜ୍ଞାନ ଓ ବିଜ୍ଞାନକୁ ନାଶ କରୁଥିବା ଏହି ମହାପାପୀ କାମକୁ ଅବଶ୍ୟ ବଳ ପୂର୍ବକ ମାରିଦିଅ।

( ଗୀତା ୩ୟ ଅ। ୪୧ଶ ଶ୍ଲୋକ )

Comments are closed.