ଭୁବନେଶ୍ୱର ଏମସରେ ୨୫୦ କର୍ମଚାରୀଙ୍କୁ କୋରୋନା, ଆଜିଠୁ ଓପିଡି ସେବା ବନ୍ଦ

ଭୁବନେଶ୍ୱର- ଭୁବନେଶ୍ୱର ଏମ୍ସରେ ୮ ଶହ କର୍ମଚାରୀଙ୍କ ମଧ୍ୟରୁ ୨୫୦ ଜଣ କର୍ମଚାରୀ କୋରୋନା ପଜିଟିଭ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏମ୍‌ସର ଓପିଡି ବା ବହିଃରୋଗ ଚିକିତ୍ସା ସେବା ଆଜିଠୁ ବନ୍ଦ ରଖାଯାଇଛି । କେବଳ ପୂର୍ବରୁ ପଂଜୀକୃତ ହୋଇଥିବା ରୋଗୀମାନେ ହସପିଟାଲ ଆସିପାରିବେ । ଜରୁରୀ ସେବା ବ୍ୟତୀତ ଅନ୍ୟ ଚିକିତ୍ସା ପାଇଁ ଟେଲି ମେଡିସିନ ସେବା ଉପଲବ୍ଧ ରହିବ ।

Comments are closed.