ଗୀତା ମାହାତ୍ମ୍ୟ: ପରିତ୍ରଣାୟ ସାଧୁନାଂ ଵିନାଶୟ ଚ ଦୁଷ୍କୃତମ। ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ପରିତ୍ରଣାୟ ସାଧୁନାଂ ଵିନାଶୟ ଚ ଦୁଷ୍କୃତମ।
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ।।

ହେ ଅର୍ଜ୍ଜୁନ ! ସାଧୁପୁରୁଷ ମାନଙ୍କୁ ଉଦ୍ଧାର କରିବା ପାଇଁ, ପାପୀ ମାନଙ୍କୁ ବିନାଶ କରିବା ପାଇଁ ଏବଂ ଧର୍ମ ସଂସ୍ଥାପନ କରିବା ପାଇଁ ମୁଁ ଯୁଗେ ଯୁଗେ ପ୍ରକଟ ହୋଇଥାଏ।

( ଗୀତା ୪ର୍ଥ ଅ। ୮ମ ଶ୍ଲୋକ )

Comments are closed.