ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ ଅଫିସ୍ ମୁଖ୍ୟ କିରାଣୀ

ବଲାଙ୍ଗିର – ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅଫିସ୍‌ର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । କିରାଣୀ ପ୍ରଫୁଲ୍ଲ ସା’ଙ୍କ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ପ୍ରଫୁଲ୍ଲଙ୍କ ଗାନ୍ଧିନଗରପଡା ଓ ହାଟପଡା ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଚଢାଉରେ ୨ ଜଣ ଡିଏସପି, ୬ ଇନ୍ସପେକ୍ଟର ଓ ଜଣେ ଏଏସଆଇ ସାମିଲ ହୋଇଛନ୍ତି ।

Comments are closed.