ପିଏମଏୱାଇ ଗୃହ ଯୋଗାଣରେ ଅବହେଳା ନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ପିଏମଏୱାଇ ଅନ୍ତର୍ଗତ ଗୃହ ଯୋଗାଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ବାତ୍ୟା ଫନି ପ୍ରଭାବିତ ଅନେକ ଲୋକଙ୍କୁ ଏହି ଯୋଜନାରେ ଘର ଏ ଯାଏଁ ମିଳିପାରି ନାହିଁ । ରାଜ୍ୟର ଲକ୍ଷାଧିକ ହିତାଧିକାରୀ ପିଏମୱାଇ ଯୋଜନାରେ ଘର ପାଇବାରୁ ବଂଚିତ ହୋଇଛନ୍ତି ବୋଲି ଚିଠିରେ ଦର୍ଶାଯାଇଛି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଏ ନେଇ ମନ୍ତ୍ରୀ ପ୍ରତାପ ଜେନା ଚିଠି ଲେଖିଛନ୍ତି । ଏ ନେଇ କେନ୍ଦ୍ର ସରକାର ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇଥିବା ଚିଠିରେ କୁହାଯାଇଛି ।

Comments are closed.