୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ଜାରି

ଭୁବନେଶ୍ୱର- ରାଜ୍ୟର ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷିତ ତାଲିକା ଜାରି ହୋଇଛି ।

ସଂପୂର୍ଣ୍ଣ ତାଲିକା ନିମ୍ନରେ ଦିଆଗଲା:-

ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ – ଜି. ଉଦୟଗିରି,କାଶୀନଗର, କରଂଜିଆ, ଗୁଣୁପୁର, ଖରିଆରରୋଡ୍‌, ବାସୁଦେବପୁର, ଛତ୍ରପୁର, ରମ୍ଭା, ସୁନ୍ଦରଗଡ, ଉଦଳା, ଚିକିଟି, ବାଲେଶ୍ୱର,ଟିଟିଲାଗଡ,ଜଗତସିଂହପୁର,ଭଦ୍ରକ,ଯାଜପୁର,ଧର୍ମଗଡ, ବରଗଡ, ପୁରୁଷୋତ୍ତମପୁର, ନିମାପଡା, ଭବାନୀପାଟଣା, ବଲାଙ୍ଗିର, କେନ୍ଦ୍ରାପଡା, ସୋନପୁର, କୋଣାର୍କ, ଆଠଗଡ, ଦେବଗଡ, ରଣପୁର, ନୟାଗଡ, ଗଞ୍ଜାମ, ଢେଙ୍କାନାଳ, ଫୁଲବାଣୀ, ଖୋର୍ଦ୍ଧା, ବାଲୁଗାଁ, ପୁରୀ, କେନ୍ଦୁଝରଗଡ, ଖଣ୍ଡପଡା, ଚୌଦ୍ୱାର, ଆଠମଲ୍ଲିକ, ବାଙ୍କୀ ।

ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ – ଚାନ୍ଦବାଲି , ବିଜେପୁର, ରେମୁଣା, ଦଶପଲ୍ଲା, ପାରଳାଖେମୁଣ୍ଡି, ପଦ୍ମପୁର, ନୀଳଗିରି, ତରଭା, ପୋଲସରା ।
ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ –ବ୍ରଜରାଜନଗର, ଉପରକୋଟ, ଗୁଡାରୀ, ଆନନ୍ଦପୁର, ବ୍ୟାସନଗର ।

ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ – କୋରାପୁଟ, କବିସୂର୍ଯ୍ୟନଗର, ସୋର, ଖଲ୍ଲିକୋଟ, ଝାରସୁଗୁଡା, ବେଲଗୁଣ୍ଠା, ଜଟଣୀ, ନବରଙ୍ଗପୁର ।
ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ –ବାଲିଗୁଡା, ପାଟଣାଗଡ, ବିନିକା ।

ଅସଂରକ୍ଷିତ ଅଧ୍ୟକ୍ଷ ପଦବୀ – କୋଟପାଡ,ରାଇରଙ୍ଗପୁର, ଜୁନାଗଡ, ଗୋପାଳପୁର,ଜୟପୁର, କୁଚିଣ୍ଡା,ନୂଆପଡା, ଭଞ୍ଜନଗର, ବଡବିଲ, ବାଣପୁର, ବୀରମିତ୍ରପୁର,ସୋରଡା, ରାୟଗଡା, ଦିଗପହଣ୍ଡି, ଖରିଆର, ବରପଲ୍ଲୀ, ପଟ୍ଟାମୁଣ୍ଡାଇ, ଜଳେଶ୍ୱର,ଧର୍ମଗଡ, ବାଲିମେଳା, ରାଜଗାଙ୍ଗପୁର, ଆସ୍କା, କେସିଙ୍ଗା, ବୁଗୁଡା, ପିପିଲି,ହିଂଜିଳିକାଟୁ, ଯୋଡା, ବୌଦ୍ଧଗଡ, ତୁଷୁରା, କଂଟାବାଂଜି, ରେଢାଖୋଲ, ସୁନାବେଡା, ବାରିପଦା,କୋଦଳା, ଭୁବନ, ବେଲପାହାଡ, କାମାକ୍ଷାନଗର, ଚଂପୁଆ, ମାଲକାନଗିରି, ତାଳଚେର, ଅନୁଗୋଳ, ପାରାଦୀପ ।

Comments are closed.