ଗୀତା ମାହାତ୍ମ୍ୟ: ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ। ଆତ୍ମସଂଯମଯୋଗାଗ୍ନୌ ଜୁହ୍ବତି ଜ୍ଞାନଦୀପିତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ।
ଆତ୍ମସଂଯମଯୋଗାଗ୍ନୌ ଜୁହ୍ବତି ଜ୍ଞାନଦୀପିତେ।।

ହେ ଅର୍ଜ୍ଜୁନ ! ଅନ୍ୟ ଯୋଗୀମାନେ ଇନ୍ଦ୍ରିୟ ମାନଙ୍କର ସମସ୍ତ କ୍ରିୟା ଜ୍ଞାନଦ୍ୱାରା ପ୍ରକାଶିତ ଆତ୍ମସଂଯମ ଯୋଗ ରୂପକ ଅଗ୍ନିରେ ହୋମ କରିଦିଅନ୍ତି।

( ଗୀତା ୪ର୍ଥ ଅ। ୨୭ଶ ଶ୍ଲୋକ )

Comments are closed.