ଗୀତା ମାହାତ୍ମ୍ୟ: ଯଜ୍ଞଶିଷ୍ଟାମୃତଭୁଜୋ ଯାନ୍ତି ବ୍ରହ୍ମ ସନାତନମ। ନାୟଂ ଲୋକଅସ୍ତ୍ୟଯଜ୍ଞସ୍ୟ କୁତୋନ୍ୟ କୁରୁସତ୍ତମ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଯଜ୍ଞଶିଷ୍ଟାମୃତଭୁଜୋ ଯାନ୍ତି ବ୍ରହ୍ମ ସନାତନମ।
ନାୟଂ ଲୋକଅସ୍ତ୍ୟଯଜ୍ଞସ୍ୟ କୁତୋନ୍ୟ କୁରୁସତ୍ତମ

ହେ ଅର୍ଜ୍ଜୁନ ! ଯଜ୍ଞରୁ ବଳିଥିବା ଅମୃତ ସେବନ କରୁଥିବା ଯୋଗୀମାନେ ସନାତନ ପରଂବ୍ରହ୍ମ ପରମାତ୍ମା ଙ୍କୁ ପ୍ରାପ୍ତ ହୁଅନ୍ତି। ଏବଂ ଯଜ୍ଞ କରୁ ନଥିବା ପୁରୁଷ ପାଇଁ ତ ଏହି ମନୁଷ୍ୟଲୋକ ମଧ୍ୟ ସୁଖଦାୟକ ନୁହେଁ, ପରଲୋକ ବା କିପରି ସୁଖଦାୟକ ହୋଇପାରିବ?

( ଗୀତା ୪ର୍ଥ ଅ। ୩୧ ଶ ଶ୍ଲୋକ )

Comments are closed.