ଗୀତା ମାହାତ୍ମ୍ୟ: ଶ୍ରେୟାନ ଦ୍ରବ୍ୟମୟାଦଯଜ୍ଞାଦ ଜ୍ଞାନଯଜ୍ଞ ପରନ୍ତପ। ସର୍ବଂ କର୍ମାଖିଲଂ ପାର୍ଥ ଜ୍ଞାନେ ପରି ସମାପ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଶ୍ରେୟାନ ଦ୍ରବ୍ୟମୟାଦଯଜ୍ଞାଦ ଜ୍ଞାନଯଜ୍ଞ ପରନ୍ତପ।
ସର୍ବଂ କର୍ମାଖିଲଂ ପାର୍ଥ ଜ୍ଞାନେ ପରି ସମାପ୍ୟତେ।।

ହେ ଅର୍ଜ୍ଜୁନ ! ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନଯଜ୍ଞ ଅତ୍ୟନ୍ତ ଶ୍ରେଷ୍ଠ, କାରଣ ସକଳ ପ୍ରକାର କର୍ମ ଜ୍ଞାନ ରେ ପରି ସମାପ୍ତି ହୋଇଯାଏ।

( ଗୀତା ୪ର୍ଥ ଅ। ୩୩ ଶ ଶ୍ଲୋକ )

Comments are closed.