ଗୀତା ମାହାତ୍ମ୍ୟ: ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ। ତଦ ସ୍ୱୟଂ ଯୋଗ ସଂସିଦ୍ଧ କାଳେନାତ୍ମନି ବିନ୍ଦତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : –

ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ।
ତଦ ସ୍ୱୟଂ ଯୋଗ ସଂସିଦ୍ଧ କାଳେନାତ୍ମନି ବିନ୍ଦତି।।

ହେ ଅର୍ଜ୍ଜୁନ ! ଏହି ସଂସାରରେ ଜ୍ଞାନସମାନ ପବିତ୍ର କାରକ ବସ୍ତୁ ନିସନ୍ଦେହରେ ଆଉ କିଛି ନାହିଁ। ଦୀର୍ଘ ସମୟ ଧରି କର୍ମଯୋଗ ସାଧନା ଦ୍ୱାରା ଶ୍ରଦ୍ଧାନ୍ତ କରଣ ହୋଇଥିବା ମନୁଷ୍ୟ ଏହିଜ୍ଞାନ ସ୍ୱତଃ ନିଜ ଆତ୍ମାରେ ପାଇ ପାରନ୍ତି।

( ଗୀତା ୪ର୍ଥ ଅ। ୩୮ ଶ ଶ୍ଲୋକ )

Comments are closed.