କୋରେଇରେ ବିଡିଓଙ୍କୁ ମାଡ଼, ମତଦାନ ବନ୍ଦ

ଯାଜପୁର- କୋରେଇରେ ଗୋଳେଇପୁର ପଞ୍ଚାୟତ ସୋତି ୟୁଜିଏମଇ ସ୍କୁଲରେ ମତଦାନ ବେଳେ ବିଡିଓଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ବୁଥ ଜବରଦଖଲ ଅଭିଯୋଗ ପରେ ୪ଟି ବୁଥରେ ମତଦାନ ବନ୍ଦ ରଖାଯାଇଛି । 8, 9, 10 ଓ 11ନଂ ବୁଥରେ ଭୋଟ ବେଳେ ଦୁର୍ବୃତ୍ତମାନେ ଗଣ୍ଡଗୋଳ କରିଛନ୍ତି । କୋରେଇ ବିଡିଓ ରଞ୍ଜନ ପରିଡ଼ାଙ୍କ ଉପରେ ଆକ୍ରମଣ ହୋଇଛି ।

Comments are closed.