ଗୀତା ମାହାତ୍ମ୍ୟ: ଶ୍ରଦ୍ଧାବାନ ଲଭତେ ଜ୍ଞାନଂ ତତ୍ପରେ ସଂଯତେନ୍ଦ୍ରିୟଃ ଜ୍ଞାନଂ ଲଵଧ୍ବ ପରଂ ଶାନ୍ତି ମଚିରେଣାଧି ଗଛତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : –

ଶ୍ରଦ୍ଧାବାନ ଲଭତେ ଜ୍ଞାନଂ ତତ୍ପରେ ସଂଯତେନ୍ଦ୍ରିୟଃ
ଜ୍ଞାନଂ ଲଵଧ୍ବ ପରଂ ଶାନ୍ତି ମଚିରେଣାଧି ଗଛତି।।

ହେ ଅର୍ଜ୍ଜୁନ ! ଜିତେନ୍ଦ୍ରିୟ, ସାଧନା ପରାୟଣ ଏବଂ ଶ୍ରଦ୍ଧାବାନ ପୁରୁଷ ଜ୍ଞାନପ୍ରାପ୍ତ ହୁଅନ୍ତି ତଥା ଜ୍ଞାନପ୍ରାପ୍ତ ହୋଇ ସେ ଅବିଳମ୍ବେ ତତ୍କାଳ ହିଁ ଭଗବଦ ପ୍ରାପ୍ତିରୁପକ ପରମ ଶାନ୍ତି ପ୍ରାପ୍ତ ହୋଇଯାଆନ୍ତି।

( ଗୀତା ୪ର୍ଥ ଅ। ୩୯ ଶ ଶ୍ଲୋକ )

Comments are closed.