ଭୋଟ ଗ୍ରହଣ ବେଳେ ବିଶୃଙ୍ଖଳା

ଭଦ୍ରକ – ଭଦ୍ରକ ଜିଲ୍ଲା ଧାମନଗରରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ବେଳେ ଆରମ୍ଭରୁ ଉତ୍ତେଜନା ଦେଖାଦେଇଛି ।
କଟସାହିର ୧ନମ୍ବର ବୁଥରେ ମତଦାନ ବନ୍ଦ ରଖାଯାଇଛି ।

ଦୁର୍ବୃତ୍ତ ବାଲଟ ପେପର ଛଡାଇ ନେଇଯାଇଛନ୍ତି । ଏଥିସହ ମହିଳା ଭୋଟରଙ୍କୁ ମାଡ଼ ମାରିଛନ୍ତି ।
ଘଟଣାସ୍ଥଳରୁ ୨ ଜଣକୁ ଉଠାଇ ନେଇଛି ପୋଲିସ ।

Comments are closed.