ଗୀତା ମାହାତ୍ମ୍ୟ:ସଂନ୍ୟାସଂ କର୍ମଣାଂକୃଷ୍ଣ ପୁନରଯୋଗମ ଚ ଶଂସସି। ଯଛେୟ ଏତୟୋରେକଂ ତନ୍ମବ୍ରୁହି ସୁନିଶ୍ଚିତମ।।

ଗୀତା ଉପଦେଶ:ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ ପଚାରୁଛନ୍ତି : –

ସଂନ୍ୟାସଂ କର୍ମଣାଂକୃଷ୍ଣ ପୁନରଯୋଗମ
ଚ ଶଂସସି। ଯଛେୟ ଏତୟୋରେକଂ ତନ୍ମବ୍ରୁହି ସୁନିଶ୍ଚିତମ।।

ଅର୍ଜ୍ଜୁନ ପଚାରିଲେ ! ହେ କୃଷ୍ଣ ! ଆପଣ କର୍ମ ମାନଙ୍କର ସନ୍ୟାସକୁ ପ୍ରଶଂସା କରୁଛନ୍ତି, ପୁଣି କର୍ମଯୋଗର ମଧ୍ୟ ପ୍ରଶଂସା କରୁଛନ୍ତି। ଏହି ଦୁଇଟି ମଧ୍ୟରୁ ଯେଉଁଟି ମୋ ପାଇଁ ସୁନିଶ୍ଚିତ ରୂପେ କଲ୍ୟାଣକର ସାଧନା ହେବ, ତାହା ମୋତେ କୁହଁନ୍ତୁ।

( ଗୀତା ୫ର୍ଥ ଅ। ୧ମ ଶ୍ଲୋକ )

Comments are closed.