ପ୍ରଥମ, ଦ୍ୱିତୀୟ ଦିନ ଗଣତିର ସଂପୂର୍ଣ୍ଣ ଫଳାଫଳ: ବିଜେଡି ୫୫୫ ଆସନରେ ବିଜୟୀ

ଭୁବନେଶ୍ୱର -ପ୍ରଥମ ଓ ଦ୍ୱିତୀୟ ଦିନ ଗଣତିର ସଂପୂର୍ଣ୍ଣ ଫଳାଫଳ ଆସିଯାଇଛି । ୬୨୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୫୫୫ ଆସନରେ ବିଜୟୀ ହୋଇଛି ।

ବିଜେପି ୩୧, କଂଗ୍ରେସ ୩୦ ଓ ଅନ୍ୟାନ୍ୟ ୫ଟିରେ ବିଜୟୀ ହୋଇଛନ୍ତି । ୨୬ ତାରିଖରେ ପ୍ରଥମ ଦିନ ୩୧୫ ଓ ଗତକାଲି ଦ୍ୱିତୀୟ ଦିନ ୩୦୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ହୋଇଥିଲା ।

Comments are closed.