ନଳକୂପ ପରିସର ସଫାକଲେ ନବ ନିର୍ବାଚିତ ୱାର୍ଡ ସଭ୍ୟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଡ୍ରୋଲ ଗ୍ରାମର ୬ନଂ ୱାର୍ଡର ନବ ନିର୍ବାଚିତ ସଭ୍ୟ ସୁରଥ କୁମ୍ଭାର ଆଜି ନଳକୂପ ସଫା କରି ମହନୀୟତାର ପରିଚୟ ଦେଇଛନ୍ତି । ଲୋକଙ୍କ ସେବା ଓ ଅଂଚଳର ବିକାଶ ପାଇଁ ଜନ ପ୍ରତିନିଧି ମାନଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି । ଏହି ଫଟୋ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରଲ ହେବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି ।

Comments are closed.