ଗୀତା ମାହାତ୍ମ୍ୟ: ବ୍ରହ୍ମଣ୍ୟଧ୍ୟାୟ କର୍ମାଣି ସଙ୍ଗମତ୍ୟକ୍ତ କରୋତି ଯାଃ। ଲିପ୍ୟତେ ନ ସ ପାପେନ ପଦ୍ମପତ୍ରମିମ୍ଭମସା।।

ଗୀତା ଉପଦେଶ:  ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ବ୍ରହ୍ମଣ୍ୟଧ୍ୟାୟ କର୍ମାଣି ସଙ୍ଗମତ୍ୟକ୍ତ କରୋତି ଯାଃ।
ଲିପ୍ୟତେ ନ ସ ପାପେନ ପଦ୍ମପତ୍ରମିମ୍ଭମସା।।

ହେ ଅର୍ଜ୍ଜୁନ ! ଯେଉଁ ପୁରୁଷ ସକଳ କର୍ମ ପରମାତ୍ମା ଙ୍କ ଠାରେ ଅର୍ପଣ କରି ଓ ଆସକ୍ତି ତ୍ୟାଗ କରି କର୍ମ କରନ୍ତି, ପଦ୍ମପତ୍ର ଯେପରି ଜଳଦ୍ୱାରା ଲିପ୍ତ ହୁଏନାହିଁ, ସେହି ପୁରୁଷ ସେପରି ପାପଦ୍ୱାରା ଲିପ୍ତ ହୁଅନ୍ତି ନାହିଁ।

( ଗୀତା ୫ମ ଅ। ୧୦ମ ଶ୍ଲୋକ )

Comments are closed.