ବ୍ରହ୍ମପୁର ମହାନଗର ନିଗମ ପାଇଁ ମଞ୍ଜୁ ରଥ କଂଗ୍ରେସର ମେୟର ପ୍ରାର୍ଥୀ

ବ୍ରହ୍ମପୁର – ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ମଞ୍ଜୁ ରଥ କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି । ମଞ୍ଜୁ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ପତ୍ନୀ । ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ସଂଘମିତ୍ରା ଦଳେଇ ଓ ବିଜେପି ସବିତା ସୁଅରଙ୍କୁ ମେୟର ପ୍ରାର୍ଥୀ କରିଛି ।

Comments are closed.