ଗୀତା ମାହାତ୍ମ୍ୟ: ନ କର୍ତୁତ୍ଵଂ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁ। ନ କର୍ମଫଳସଂଯୋଗଂ ସ୍ୱଭାବସ୍ତୁ ପ୍ରବର୍ତ୍ତତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ନ କର୍ତୁତ୍ଵଂ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁ।
ନ କର୍ମଫଳସଂଯୋଗଂ ସ୍ୱଭାବସ୍ତୁ ପ୍ରବର୍ତ୍ତତେ।।

ହେ ଅର୍ଜ୍ଜୁନ ! ପରମେଶ୍ବର ମନୁଷ୍ୟ ମାନଙ୍କର କର୍ତ୍ତା ପଣକୁ,କର୍ମମାନଙ୍କୁ କିମ୍ବା କର୍ମଫଳର ସଂଯୋଗକୁ ରଚନା କରନ୍ତି ନାହିଁ। କିନ୍ତୁ ସ୍ଵଭାବ ଅର୍ଥାତ ପ୍ରକୃତି ହିଁ ପ୍ରବୃତ୍ତ ହୁଏ।

( ଗୀତା ୫ମ ଅ। ୧୪ଶ ଶ୍ଲୋକ )

Comments are closed.