ବରଗଡ଼ରେ କଳ୍ପନା ମାଝି ପୌରାଧ୍ୟକ୍ଷା

ବରଗଡ଼ : ବରଗଡ଼ ପୌର ପରିଷଦରେ ବିଜେଡିର କଳ୍ପନା ମାଝି ପୌରାଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ଅନୁରାଧା ଅଗ୍ରୱାଲଙ୍କୁ ୬୫୧୯ ଖଣ୍ଡ ଭୋଟରେ ହରାଇଛନ୍ତି। କ୍ରମାଗତ ବିଜୟଧାରାକୁ ବଜାୟ ରଖି ବିଜେଡି ନେତା, କର୍ମୀ ଆନନ୍ଦ ହୋଇ ପଡିଥିବାବେଳେ ବିରୋଧୀଙ୍କୁ ପୁଣି ନିରାଶ ହେବାକୁ ପଡିଛି।

Comments are closed.