ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବିଜେଡିର ବାଜିମାତ

ବ୍ରହ୍ମପୁର- ବ୍ରହ୍ମପୁର ମହାନଗର ନିଗମରେ ବାଜିମାତ କରିଛି ବିଜେଡି । ନିଗମର ୪୨ ଆସନ ମଧ୍ୟରୁ ବିଜେଡି ୩୦ ଆସନ ପାଇଛି । ବିଜେପି ମାତ୍ର ୭ଟି ଆସନରେ ଜିଣିଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଜିତିଛି । ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନ ଜିତିଛନ୍ତି ।

Comments are closed.