ମଞ୍ଜୁଲତା କହଁର ବିଜେଡି ଡେପୁଟି ମେୟର ପ୍ରାର୍ଥୀ

ଭୁବନେଶ୍ୱର – ମଞ୍ଜୁଲତା କହଁର ଭୁବନେଶ୍ବର ମହାନଗର ନିଗମର ବିଜେଡି ଡେପୁଟି ମେୟର ପ୍ରାର୍ଥୀ ହୋଇଛନ୍ତି ‌। ସେ ୨୨ନଂ ୱାର୍ଡର କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି ।

Comments are closed.