ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ମୈ ବନ ଦୀଖି ରିମ ପ୍ରଭୁତାଈ ।
ଅତି ଭୟ ବିକଲ ନ ତଙହ୍ମହି ସୁନାଈ ॥
ତଦପି ମଲିନ ମନ ବୋଧୁ ନ ଆବା ।
ସୋ ଫଲୁ ଭଲୀ ଭାଁତି ହମ ପାବା ॥

ଭାବାର୍ଥ :- ମାତା ପାର୍ବତୀ ଶ୍ରୀଶିବଙ୍କୁ କହିଲେ, ମୁଁ ମୋର ପୁର୍ବ ଜନ୍ମରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରଭୁତ୍ବକୁ ଜଙ୍ଗଲରେ ଦେଖିଥିଲି । ଡରନାହିଁ, ଅତ୍ୟନ୍ତ ଉଦବେଗ ଜନିତ ଭୟ କାରଣରୁ, ମୁଁ ଆପଣଙ୍କୁ ସେହି କଥା ଶୁଣାଇ ପାରିନଥିଲି । ତଥାପି ମୋର ମନରେ ଥିବି ମଳିନତି କାରଣରୁ ମୋ ମନବୋଧ ହୋଇନଥିଲା । ଏଣୁ, ତା’ର ଫଳ ମଧ୍ୟ ମୁଁ ଭଲ ରୂପେ ଭୋଗକରିଛି ।

Comments are closed.