ଆସନ୍ତାକାଲି ବସିବ ଶାନ୍ତି ବୈଠକ

କେନ୍ଦୁଝର – ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ସେଠାରେ ୧୪୪ ଧାରା ଆସନ୍ତାକାଲି ସକାଳ ୧୦ଟା ଯାଏ ବଳବତ୍ତର ରହିବ ।ଆସନ୍ତାକାଲି ସକାଳ ୧୦ଟା ୩୦ରେ ଶାନ୍ତି ବୈଠକ ବସିବ ବୋଲି ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ସୂଚନା ଦେଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୁରା କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ରାମନବମୀ ଶୋଭାଯାତ୍ରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସୋଇଥିଲା ।

Comments are closed.