ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଅସ ନିଜ ହୃଦୟ ବିଚାରି ତଜୁ ସଂସୟ ଭଜୁ ରାମ ପଦ ।
ସୁନୁ ଗିରିରାଜକୁମାରୀ ଭ୍ରମ ତମ ରବି କର ବଚନ ମମ ॥

ଭାବାର୍ଥ :- ଶ୍ରୀଶିବ ପାର୍ବତୀଙ୍କୁ କହିଲେ, ନିଜ ହୃଦୟରେ ଏପରି ବିଚାରକରି ସମସ୍ତ ସଂଶୟକୁ ପରିତ୍ୟାଗ କରି ପ୍ରଭୁ ଶ୍ରୀରାମଙ୍କ ଶ୍ରୀଚରଣରେ ମନ ଲଗାଅ । ହେ ପାର୍ବତୀ ! ମନର ସମସ୍ତ ଭ୍ରମ ରୁପୀ ଅନ୍ଧକାର କୁ ନଷ୍ଟକରିବାରେ ସୂର୍ଯ୍ୟଙ୍କ ଉଜ୍ଜ୍ବଳ କିରଣ ସହ ସମାନ ମୋର କଥାକୁ ଶୁଣ ।

Comments are closed.