ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥
ଭୟଉ ନ ନାରଦ ମନ କଛୁ ରୋଷା। କହି ପ୍ରିୟ ବଚନ କାମ ପରିତୋଷା ॥ ନାଇ ଚରନ ସିରୁ ଆୟସୁ ପାଈ। ଗୟଉ ମଦନ ତବ ସହିତ ସହାଈ ॥

ଭାବାର୍ଥ :- ନାରଦଙ୍କର ମନରେ କୌଣସି ଆକ୍ରୋଷ ନଥିଲା, ଏଣୁ ସେ କାମଦେବଙ୍କୁ ମଧୁର ବଚନ କହି ଶୁଭାଶିଷ ଦେଇ ସମାଧାନ ଦେଲେ । କାମଦେବ ମହର୍ଷି ନାରଦଙ୍କ ପାଦ ତଳେ ମତାନତ କରି ତାଙ୍କ ଠାରୁ ଆଜ୍ଞା ପାଇ ନିଜର ସହାୟକ ମାନଙ୍କ ସହିତ ଫେରିଆସିଲେ ।

Comments are closed.