ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ନାରଦ କହେଉ ସହିତ ଅଭିମାନା ।
କୃପା ତୁହ୍ମାରି ସକଲ ଭଗବାନା ॥
କରୁନାନିଧି ମନ ଦୀଖ ବିଚାରୀ ।
ଉରୁ କଂକୁରେଉ ଗରବ ତରୁ ଭାରୀ ॥

ଭାବାର୍ଥ :- ନାରଦ ମୁନୀ ଅଭିମାନ ସହିତ କହିଲେ, ଭାଗବାନ ! ଏ ସବୁ ତ ଆପଣଙ୍କ କରୁଣା । କରୁଣାନିଧି ଭଗବାନ ମନଶ୍ଚକ୍ଷୁରେ ଦେଖିପାରିଲେ କି ନାରଦଙ୍କ ମନରେ ଅହଂକାର ରୁପକ ବହୁତ ବଡ ବୃକ୍ଷର ଅଙ୍କୁରଣ ହୋଇଯାଇଛି ।

Comments are closed.