ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ତବ ନାରଦ ହରି ପଦ ସିର ନାଈ ।
ଚଲେ ହୃଦୟଁ ଅହମିତି ଅଧିକାଈ ॥
ଶ୍ରୀପତି ନିଜ ମାୟା ତବ ପ୍ରେରୀ ।
ସୁନହୁ କଠିନ କରନୀ ତେହି କେରୀ ॥

ଭାବାର୍ଥ :- ଏହାପରେ ନାରଦ ମୁନୀ ଭଗବାନଙ୍କ ଶ୍ରୀଚରଣରେ ମଥାନତ କରି ପ୍ରଣାମ କରି ବିଦାୟ ନେଲେ । ତାଙ୍କ ହୃଦୟରେ ଅଭିମାନ ଆହୁରି ଅଧିକ ହୋଇଗଲା । ତେଣୁ ଲକ୍ଷ୍ମୀପତି ଭଗବାନ ନିଜର ମାୟାର ରଚନା କଲେ । ତା ପରେ ତାଙ୍କର କଠିନ କର୍ମସାରଣୀ କୁ ଶୁଣ ।

Comments are closed.